ପେଞ୍ଚ କଷିବା Pen̄cha kashibā

  • ଦେ. କ୍ରି — ପେଚ କଣ୍ଟାକୁ ବୁଲାଇ କ୍ରମଶଃ ଛିଦ୍ର ଭିତରକୁ ପ୍ରବେଶ କରାଇବା — To drive a screw into a hole
  • ଦେ. କ୍ରି — ଘଣ୍ଟାର ସ୍ପ୍ରିଙ୍ଗ୍କୁ ଗୁଡ଼ାଇବାପାଇଁ ଘଣ୍ଟାରେ ଚାବି ଦେବା — To wind up the spring of a clock or watch
  • ଦେ. କ୍ରି — (ଲକ୍ଷଣାର୍ଥ) ଚାତୁରୀ ବା କୌଶଳ ପ୍ରୟୋଗ କରି ମନୁଷ୍ୟକୁ ବଶ କରିବା — (figurative) To bring a person under control by tactics