ପେଜ ପାଣି Peja pāṇi

  • ଦେ. ବି — ପେଜ ମିଶ୍ରିତ ଜଳ; ତୋଡ଼ାଣି — Water mixed with scum
  • ଦେ. ବି — [ଦ୍ର—ପେଜ ପାଣି ସଙ୍ଗେ କୁଣ୍ଡାଗୋଳାଇ ଗୋରୁଙ୍କୁ ଖାଇବାକୁ ଦିଆଯାଏ।]