ପେଜ ନଳା Peja naḻā

  • ଦେ. ବି — ଯେଉଁ ନଳାବାଟେ ରୁଷେଇ ଘରୁ ବାହାର ଆଡ଼କୁ ପେଜ ଢଳା ହୋଇ ବୋହିଯାଏ — The pipe or drain which conveys the scum of boiled rice from the cook-room