ପେଚ୍ ପାଚ୍ Pech pāch
- ଦେ. ବି—(ଫା. ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର) — କଳ କଦର — Intricacies
- ଦେ. ବି—(ଫା. ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର) — ମଲ୍ଲଦ୍ୱାରା ପ୍ରଯୁକ୍ତ କୌଶଳ — A tactful movement of the limbs of an athlete
- ଦେ. ବି—(ଫା. ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର) — କୂଟ ନୀତି ପ୍ରୟୋଗ — The application of a crooked policy or tactics
- ଦେ. ବି—(ଫା. ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର) — କୌଶଳ — Trick
- ଦେ. ବି—(ଫା. ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର) — କୂଟ ନୀତି — Policy; tactics
- ଦେ. ବି—(ଫା. ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର) — ଗୋଲକ ଧନ୍ଦା; ବିଷମ ସମସ୍ୟା — Maze; dilemma
- ଦେ. ବି—(ଫା. ପେଚ୍+ଧ୍ୱନ୍ୟନୁକାରୀ ଅନର୍ଥକ ସହଚର) — ଗୃହଚ୍ଛିଦ୍ର; ବଂଶର ଗୁପ୍ତ ଦୋଷ — The secrets of a family; family-scandal