ପେଚା ବସିବା Pechā basibā

  • ଦେ. ବି — ଅମଙ୍ଗଳ ସୂଚକ ଶକୁନ ଦେଖାଯିବା — Forebodings of impending evil
  • ଦେ. ବି — (ଯଥା—ତା ମୁଣ୍ଡରେ ବା ଘରେ ପେଚା ବସିଲାଣି, ତା ମୁଣ୍ଡ ଉପରେ ପେଚା ଉଡ଼ିଲାଣି ।)