ପେଚା ଡାକିବା Pechā ḍākibā

  • ଦେ. ବି—(ଲକ୍ଷଣାର୍ଥ) — ଆସନ୍ନ ବିପଦ ବା ଅମଙ୍ଗଳର ସୂଚନା ଜଣାଯିବା — (figurative) Forebodings of an impending calamity
  • ଦେ. ବି—(ଲକ୍ଷଣାର୍ଥ) — ପେଚା ରାବିବା (ଦେଖ) — Pechā rābiba (See)