ପେଚା ଆଖିଆ Pechā ākhiā

  • ଦେ. ବିଣ. ପୁଂ — ପେଚା ପରି ଗୋଲ ଆଖିଯୁକ୍ତ — Owl-eyed
  • ପ୍ରାଦେ (ଯାଜପୁର) ବିଣ. — କୌଣସି କାର୍ଯ୍ୟ ଯେଉଁ ରୂପରେ ଆବବ୍ଧ ହୋଇଥିଲା ତାହା ଛଡ଼ା ଅନ୍ୟ ଏକ ରୂପ ଧାରଣ କରିବା (ଅବସ୍ଥା) — (a matter) Taking a form or turn different from the original plan or form towards which it had been progressing
  • ପ୍ରାଦେ (ଯାଜପୁର) ବିଣ. — ବିଗିଡ଼ିଯିବା (କାର୍ଯ୍ୟ); କାଞ୍ଜିଆ ହୋଇଯିବା (ଉଦ୍ୟମ) — Spoiled; frustrated
  • ପ୍ରାଦେ (ଯାଜପୁର) ବିଣ. — (ଯଥା—ମୋ ଚାକିରି ଉଦ୍ୟମଟା ପେଚା ଆଖିଆ ହୋଇଗଲା ।)