ପେଚରେ ପଡ଼ିବା Pechare paṟḍ̠ibā

  • ଦେ. କ୍ରି. — ସଂକଟାପନ୍ନ ଅବସ୍ଥାରେ ପତିତା ହେବା — To be in a fix or danger; to come to grief
  • ଦେ. କ୍ରି. — ବିଷମ ସମସ୍ୟାରେ ପଡ଼ିବା — To be in the horns of a dilemma
  • ଦେ. କ୍ରି. — କୂଟନୀତିର ଆବର୍ତ୍ତରେ ପତିତ ହେବା — To be the victim of a plot or conspiracy