ପେଚବୁଲାଇବା Pechabulāibā
- ଦେ. କ୍ରି. — ପେଚ କଣ୍ଟାକୁ ଆଣ୍ଟିବା ବା କାଢ଼ିବା ନିମନ୍ତେ ତାକୁ ବାମ ବା ଡାହାଣ ଆଡ଼କୁ ଘୂରାଇବା — To turn a screw; to twist the head of a screw in order to screw it in or unscrew it
- ଦେ. କ୍ରି. — (ଲକ୍ଷଣାର୍ଥ) କୌଶଳ ବା ଚାତୁରୀ ପ୍ରୟୋଗ କରିବା — (figurative) To apply a policy or stratagem