ପେଚବାନ୍ Pechabān

  • ବୈଦେ. ବି. (ଫା) — ଅଲବଲ୍ଲା ହୁକ୍କାରେ ଲଗାଯିବା ବଡ଼ ନଳ — A long tube attached to an Alaballā hubble-bubble
  • ବୈଦେ. ବି. (ଫା) — ବଡ଼ ହୁକ୍କା; ଅଲବଲ୍ଲା ହୁକା — A hubble-bubble with pedestal