ପେଙ୍ଗା Peṅgā

  • ଦେ. ବିଣ—(ସଂ. ପଙ୍ଗୁ) — ଛୋଟା; ଲେଙ୍ଗଡ଼ା — Cripple; lame
  • ଦେ. ବିଣ—(ସଂ. ପଙ୍ଗୁ) — ଛୋଟେଇ କରି ଚାଲୁଥିବା — Limping; halt
  • ବି — ଛୋଟେଇ କରି ଚାଲିବା — Limping
  • ବି — ଦୋଳି ଖେଳିବା ବେଳେ ନିଜର ବାହୁ ଓ ଗୋଡ଼ର ବଳ ଦ୍ୱାରା ଦୋଳିକୁ ଏକ ପାଖରୁ ଅନ୍ୟପାଖକୁ ଚଳାଇବା କର୍ମ — The act of giving a push to a swing with one's own arms and legs