ପେକ୍ଷିବା Pekshibā

  • ଦେ. (ପଦ୍ୟ) କ୍ରି. (ସଂ. ଉପେକ୍ଷା) — ତ୍ୟାଗ କରିବା — To abandon; to give up
  • ଦେ. (ପଦ୍ୟ) କ୍ରି. (ସଂ. ଉପେକ୍ଷା) — ମୋର ଜୀବନ ବହୁ ଦୁଃଖୀ ସ୍ନାନ ଭୋଜନ ଦୂରେ ପେକ୍ଷି। ଜଗନ୍ନାଥ. ଭାଗବତ।