ପେଏଁକାଳ Pe-eñkāḻa

  • ଦେ. ବି. (ଧ୍ୱନ୍ୟନୁକରଣ) — ହାତୀର ରଡ଼ି ବା ଶବ୍ଦ — The braying of an elephant
  • ଦେ. ବି. (ଧ୍ୱନ୍ୟନୁକରଣ) — ପଥର ଗଡ଼ିଯିବା ପରି ତଳେ ଗଡ଼ି ଛାଡ଼ିଲେ ଅହର୍ନିଶୀ ପେହେଁକାଳି ରଡ଼ି। କୃଷ୍ଣସିଂହ. ମହାଭାରତ, ବିରାଟ।