ପେଏଁ କାଳିଆ Pe-eñkāḻiā

  • ଦେ. ବି — ଧାନଗଛର ରୋଗବିଶେଷ — A kind of disease affecting paddy plants
  • ଦେ. ବି — [ଦ୍ର—ଶାରଦଧାନ ଗଛରୁ କେଣ୍ଡା ବାହାରିବା ପୂର୍ବରୁ ଭାଦ୍ରବମାସରେ ଖୁବ୍ ଖରା ହୋଇ ଘଡ଼ଘଡ଼ି ମାଇଲେ ଧାନଗଛର ଗର୍ଭରୁ କାହାଳି ପରି ଗୋଟାଏ ଲମ୍ବ ଶଣ୍ଢା ବା କଢ଼ା ବାହାରେ ଓ ତହିଁରେ ଧାନ ଫଳେ ନାହିଁ।]
  • ଦେ. ବି — ପେହେଁକାଳି ବଜାଇବା ବ୍ୟକ୍ତି — A person who blows a pipe
  • ଦେ. ବି — ପେଏଁକାଳ (ଦେଖ) — Pe-eñkāḻa (See)