ପୃଷ୍ଠ୍ୟ Pṛushṭhya

  • ସଂ. ବିଣ—(ପୃଷ୍ଠ+ସମ୍ବନ୍ଧାର୍ଥେ. ଯ) — ପୃଷ୍ଠ ସମ୍ବନ୍ଧୀୟ — Relating to the back
  • ବି. — ପିଠିରେ ଲଦନ ବୋହିବା ଘୋଡ଼ା — A pack-horse
  • ବି. — ପିଠିରେ ଲଦନ ବୋହିବା ପଶୁ — A pack-animal