ପୃଷ୍ଠୋଦୟ Pṛushṭhodaya

  • ସଂ. ବି. (ଏ ରାଶିମାନଙ୍କ କଳ୍ପିତ ଆକାରମାନ ପ୍ରଥମେ ପୃଷ୍ଠ ଭାଗରୁ ଉଦିତ ହେବାରୁ) — (ଜ୍ୟୋତିଷ) ମେଷ, ବୃଷ, କକଡ଼ା, ଧନୁ, ମକର ଓ ମୀନ ରାଶିମାନ — (Astrology) The zodiacal signs of Aries, Taurus, Cancar, Sagitarius, Capricorn and Piscus