ପୃଷ୍ଠା ଫିସ୍ Pṛushṭhā phis

  • ଦେ. ବି. (କଚିରିଆ) (ସଂ. ପୃଷ୍ଠା ଓ ଇଂ. ଫିସ୍) — ରେଜିଷ୍ଟରୀ କରାଯିବା ଦଲିଲକୁ ସରକାରୀ ରେଜିଷ୍ଟରୀ ବହିରେ ନକଲ କରିବା ନିମନ୍ତେ ରେଜିଷ୍ଟରୀ ଅଫିସ୍ର
  • ଦେ. ବି. (କଚିରିଆ) (ସଂ. ପୃଷ୍ଠା ଓ ଇଂ. ଫିସ୍) — କର୍ମଚାରୀ ପକ୍ଷମାନଙ୍କଠାରୁ ଦଲିଲର ପୃଷ୍ଠାର ସଂଖ୍ୟାନୁପାତର ଯେଉଁ ଫିସ୍ ବା ରୋସମ ନିଅନ୍ତି — Page fee charged by the Registration officer according to the number of pages of a registered deed