ପୃଷ୍ଠଶୟ Pṛushṭhaṡaya

  • ସଂ. ବିଣ. ପୁଂ— (ପୃଷ୍ଠ=ପିଠି+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ) — ଉତ୍ତାନଶାୟୀ; ଯେ ଚିତି ହୋଇ ଶୁଏ — Sleeping on the back