ପୃଷ୍ଠଜ Pṛushṭhaja

  • ସଂ. ବିଣ (ପୃଷ୍ଠ+ଜନ୍ ଧାତୁ+କର୍ତ୍ତୃ. ଅ) — ପିଠିରେ ଜନ୍ମିବା — Appearing on the back
  • ସଂ. ବିଣ (ପୃଷ୍ଠ+ଜନ୍ ଧାତୁ+କର୍ତ୍ତୃ. ଅ) — ପରେ ଜନ୍ମିବା — Born after