ପୃଷ୍ଠ ଶୃଙ୍ଗୀ Pṛushṭha ṡṛuṅgī
- ସଂ. ବି. (ବହୁବ୍ରୀହି; ପୃଷ୍ଠ+ଶୃଙ୍ଗ+ଇନ୍; 1 ମା. 1 ବ.) — ଭୀମସେନ (ହି. ଶ.) — Bhīmasena
- ସଂ. ବି. (ବହୁବ୍ରୀହି; ପୃଷ୍ଠ+ଶୃଙ୍ଗ+ଇନ୍; 1 ମା. 1 ବ.) — ମେଣ୍ଢା — A ram
- ସଂ. ବି. (ବହୁବ୍ରୀହି; ପୃଷ୍ଠ+ଶୃଙ୍ଗ+ଇନ୍; 1 ମା. 1 ବ.) — କ୍ଳୀବ; ନପୁଂସକ — An eunoch
- ସଂ. ବି. (ବହୁବ୍ରୀହି; ପୃଷ୍ଠ+ଶୃଙ୍ଗ+ଇନ୍; 1 ମା. 1 ବ.) — ମହିଷ — Buffalo