ପୃଷ୍ଠ ମର୍ମ Pṛushṭha marma

  • ସଂ. ବି. — ସୁଶ୍ରୁତ ଅନୁସାରେ ମନୁଷ୍ୟର ପିଠିରେ ମେରୁଦଣ୍ଡର ଦୁଇ ପାଖରେ ଥିବା 14 ଟି ମର୍ମସ୍ଥାନ — ସୁଶ୍ରୁତ ଅନୁସାରେ ମନୁଷ୍ୟର ପିଠିରେ ମେରୁଦଣ୍ଡର ଦୁଇ ପାଖରେ ଥିବା14ଟି ମର୍ମସ୍ଥାନ— Fourteen vulnerable points on the back on both sides of the human spine
  • ସଂ. ବି. — [ଦ୍ର—ଏଥି ମଧ୍ୟରୁ କୌଣସି ମର୍ମ ସ୍ଥାନରେ ଆଘାତ ଲାଗିଲେ ମନୁଷ୍ୟ ମରି ଯାଇ ପାରେ କିମ୍ବା ଆଜୀବନ ଅକର୍ମଣ୍ୟ ହୋଇ ଯାଇ ପାରେ। (ହି. ଶ.)]