ପୃଷ୍ଠ ବାହ Pṛushṭha bāha

  • ସଂ. ବି. (ପୃଷ୍ଠ+ବହ୍ ଧାତୁ+ଅ; ଯେ ପିଠିରେ ବୋଝ ବହେ) — ଖାଡ଼ି ବଳଦ; ଥୋଡ଼ି ବଳଦ — A pack bullock; an ox of burden
  • ସଂ. ବି. (ପୃଷ୍ଠ+ବହ୍ ଧାତୁ+ଅ; ଯେ ପିଠିରେ ବୋଝ ବହେ) — ଯେଉଁ ପଶୁର ପିଠିରେ ବୋଝ ବୁହାଯାଏ — An animal carrying loads on the back