ପୃଷ୍ଠ ପ୍ରଦର୍ଶନ Pṛushṭha pradarṡana
- ସଂ. ବି. (ପଳାଇବା ବ୍ୟକ୍ତିର ପିଠି ଦେଖା ଯିବାରୁ) — ପଳାଇବା — Fleeing away; backsliding
- ସଂ. ବି. (ପଳାଇବା ବ୍ୟକ୍ତିର ପିଠି ଦେଖା ଯିବାରୁ) — ରଣରେ ଭଙ୍ଗ ଦେବା; ଯୁଦ୍ଧ ଭୂମିରୁ ପଳାୟନ; ରଣଭଙ୍ଗ — Fleeing away from the battle field; precipitate flight