ପୃଷତୀ Pṛushatī

  • ସଂ. ବି. ସ୍ତ୍ରୀ. (ପୃଷତ୍+ସ୍ତ୍ରୀ. ଈ) — ଶ୍ୱେତବିନ୍ଦୁଯୁକ୍ତା ମୃଗୀ; ହରିଣୀ — The female spotted deer
  • ସଂ. ବି. ସ୍ତ୍ରୀ. (ପୃଷତ୍+ସ୍ତ୍ରୀ. ଈ) — ଅଞ୍ଜନ ଶଳାକା; ଆଖିରେ କଜଳ ଲଗାଇବା କାଠି — A pencil for applying collyrium to the eyes