ପୃଥ୍ୱୀରାଜ Pṛuthwīrāja
- ସଂ. ବି. ( 6 ଷ୍ଠୀ ତତ୍; ପୃଥ୍ୱୀ+ରାଜନ୍) — ନରପତି — King
- ଦେ. ବି (ନାମ) — ଭାରତର ଶେଷ ସ୍ୱାଧୀନ ହିନ୍ଦୁ ରାଜା — The last independent king of North India
- ଦେ. ବି (ନାମ) — [ଦ୍ର—ଏହାଙ୍କ ସଙ୍ଗେ ଜୟଚନ୍ଦ୍ରଙ୍କର ବିବାଦ ହେବାରୁ ଜୟଚନ୍ଦ୍ରଙ୍କ ଆହ୍ୱାନକ୍ରମେ ଯବନମାନେ ଭାରତ ଆକ୍ରମଣ କରି ଭାରତର ସ୍ୱାଧୀନତା ଲୋପ କଲେ। ]