ପୃଥୁ ଶେଖର Pṛuthu ṡekhara

  • ସଂ. ବିଣ. (ବହୁବ୍ରୀହି; ପୃଥୁ+ଶେଖର) — ଉଚ୍ଚ ଶୃଙ୍ଗ— ଯୁକ୍ତ — Having a lofty summit
  • ବି. — ପର୍ବତ — Mountain