ପୃଥୁ ରୋମା Pṛuthu romā
- ସଂ. ବିଣ.—(ବହୁବ୍ରୀହି; ପୃଥୁ+ରୋମନ; 1 ମା. 1 ବ.) — ଘନ ଲୋମଯୁକ୍ତ — Having thick fur
- ସଂ. ବିଣ.—(ବହୁବ୍ରୀହି; ପୃଥୁ+ରୋମନ; 1 ମା. 1 ବ.) — ଟାଆଁସା ବାଳୁଆ — Wiry-haired
- ସଂ. ବିଣ.—(ବହୁବ୍ରୀହି; ପୃଥୁ+ରୋମନ; 1 ମା. 1 ବ.) — ବଡ଼ ବଡ଼ କାତିବିଶିଷ୍ଟ — Having large scales
- ସଂ. ବିଣ.—(ବହୁବ୍ରୀହି; ପୃଥୁ+ରୋମନ; 1 ମା. 1 ବ.) — [ଦ୍ର—କାତି ମାଛମାନଙ୍କର ଲୋମ ଅଟେ।]
- ସଂ. ବିଣ.—(ବହୁବ୍ରୀହି; ପୃଥୁ+ରୋମନ; 1 ମା. 1 ବ.) — ଦୀର୍ଘ କେଶଯୁକ୍ତ — Having long hair
- ସଂ. ବି. — ମତ୍ସ୍ୟ; ମାଛ — Fish
- ସଂ. ବି. — (ଜ୍ୟୋତିଷ) ମୀନ ରାଶି (ହି. ଶବ୍ଦସାଗର) — The astronomical sign, Pisces