ପୃଥିବୀ ରୁହ Pṛuthibī ruha

  • ସଂ. ବି—(ପୃଥିବୀ+ରୁହ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ) — ମହୀରୁହ; ଗଛ — Tree; plant
  • ସଂ. ବି—(ପୃଥିବୀ+ରୁହ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ) — ଉଦ୍ଭିଦ ଜଗତ୍ — The vegetable world