ପୃଥା ପତି Pṛuthā pati

  • ସଂ. ବି. ( 6 ଷ୍ଠୀ ତତ୍; ପୃଥା+ପତି) — ପାଣ୍ଡୁରାଜା — King Pāṇḍu, the nominal husband of Kuntī
  • ସଂ. ବି. ( 6 ଷ୍ଠୀ ତତ୍; ପୃଥା+ପତି) — [ଦ୍ର—ଏ ନାମମାତ୍ର କୁନ୍ତୀଙ୍କର ପତି ଥିଲେ। କାରଣ କୁନ୍ତୀ ବିବାହ ପୂର୍ବରୁ ସୂର୍ଯ୍ୟଙ୍କ ଔରସରେ କର୍ଣ୍ଣଙ୍କୁ ଓ ବିବାହ ପରେ ଧର୍ମଦେବତାଙ୍କ ଔରସରେ ଯୁଧିଷ୍ଠିରଙ୍କୁ, ପବନ ଦେବତାଙ୍କ ଔରସରେ ଭୀମଙ୍କୁ ଓ ଇନ୍ଦ୍ରଙ୍କ ଔରସରେ ଅର୍ଜୁନଙ୍କୁ ଜନ୍ମ କିରିଥିଲେ। ]