ପୃଥଗ୍ଭାବ Pṛuthag-bhāba

  • ସଂ. ବି—(କର୍ମଧା; ପୃଥକ୍+ଭାବ) — ସ୍ୱାତନ୍ତ୍ର୍ୟ — Individuality
  • ସଂ. ବି—(କର୍ମଧା; ପୃଥକ୍+ଭାବ) — ବିଶେଷତ୍ୱ — Peculiarity
  • ସଂ. ବି—(କର୍ମଧା; ପୃଥକ୍+ଭାବ) — ଭିନ୍ନ ମନୋଭାବ — A different thought