ପୃଥଗ୍ବିଧ Pṛuthagbidha

  • ସଂ. ବିଣ. (ବହୁବ୍ରୀହି; ପୃଥକ୍+ବିଧା=ପ୍ରକାର ଯାହାର) — ବିଭିନ୍ନ ପ୍ରକାରର; ନାନାବିଧ — Multifarious; of various kinds; diverse; multiform
  • ସଂ. ବିଣ. (ବହୁବ୍ରୀହି; ପୃଥକ୍+ବିଧା=ପ୍ରକାର ଯାହାର) — ଭିନ୍ନପ୍ରକାରର; ଅନ୍ୟବିଧ — Of a different kind