ପୃଥଗ୍ଜନ Pṛuthag-jana
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — ଇତର ଲୋକ — Vulgar person; one of the common people; one of the mass
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — ମୂର୍ଖ — An ignorant person
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — ନୀଚ ଲୋକ — A low person
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — ପାପୀ — A sinner; vicious person
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — ଦୁଷ୍ଟବୁଦ୍ଧି ବ୍ୟକ୍ତି — A wicked person
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — ବିଭିନ୍ନ ବ୍ୟକ୍ତି — A different person
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — ବାଜେ ଲୋକ; ବହିରଙ୍ଗ ବ୍ୟକ୍ତି — An outsider
- ସଂ. ବି—(କର୍ମଧା; ପୃଥକ୍+କନ; ସନ୍ଧିଦ୍ୱାରା କ୍ ସ୍ଥାନରେ ଗ୍) — (ବହୁବଚନ) ପୃଥକ୍ କ୍ଷେତ୍ରଜ — (plural) Uterine brothers