ପୃଥଗ୍ଗୁଣ Pṛuthagguṇa

  • ସଂ. ବି. (କର୍ମଧା; ପୃଥକ୍+ଗୁଣ) — ବିଭିନ୍ନ ଗୁଣ — Separate attribute or property
  • ବିଣ — ପୃଥକ୍ ପୃଥକ୍ ଗୁଣବିଶିଷ୍ଟ; ବିଭିନ୍ନ ଗୁଣବିଶିଷ୍ଟ (ବହୁ) — Having different qualities or properties