ପୃଥଗାତ୍ମା Pṛuthagātmā
- ସଂ. ବି. (ପୃଥଗାତ୍ମାନ୍ ଶବ୍ଦ; ପୃଥକ୍+ଆତ୍ମନ) — ପରମାତ୍ମାଠାରୁ ପୃଥକ୍କୃତ ଆତ୍ମା — The spirit of an Individual as detached or distinct from the Universal Soul
- ବିଣ — ସ୍ୱତନ୍ତ୍ରତାବିଶିଷ୍ଟ — Having an individuality
- ବିଣ — ଭିନ୍ନସ୍ୱଭାବ ବିଶିଷ୍ଟ — Of a different nature