ପୃଥଗନ୍ନବାସ Pṛuthagannabāsa

  • ସଂ. ବିଣ — ପୃଥଗନ୍ନ ଓ ପୃଥଗ୍ବାସ; ହାଣ୍ଡି ଓ ଘର ଅଲଗା କରି ନେଇ ବାସ କରୁଥିବା (ଏକ ପରିବାରୀୟ ବ୍ୟକ୍ତିଗଣ) — (persons of the same family) Who are separate in mess and lodging from one another