ପୃଥକ୍ତା Pṛuthaktā

  • ସଂ. ବି. — ପାର୍ଥକ୍ୟ; ପ୍ରଭେଦ — Difference; distinction
  • ସଂ. ବି. — ସ୍ୱାତନ୍ତ୍ର୍ୟ — Individuality
  • ସଂ. ବି. — ଅଲଗା ଅଲଗା ହେବା ଅବସ୍ଥା — Separateness; the state of being separate
  • ସଂ. ବି. — ନାନାଭାବ; ଅନେକତା — Severally
  • ସଂ. ବି. — (ବୈଶେଷିକ ଦର୍ଶନ) ଭେଦ ବୃଦ୍ଧି ପ୍ରତିପାଦକ ଗୁଣ ବିଶେଷ — (Hindu philosophy) The quality which establishes distinction