ପୃଥକ୍ ପୃଥକ୍ Pṛuthak pṛuthak

  • ସଂ. ଅ — (ବହୁ ଲୋକ ବା ପଦାର୍ଥ ବା ବିଷୟ) ସ୍ୱତନ୍ତ୍ର ରୂପେ; ଭିନ୍ନ ଭିନ୍ନ ହୋଇ; ଅଲଗା ଅଲଗା ହୋଇ — Sparately; severally