ପୃଥକୀକରଣ Pṛuthakīkaraṇa

  • ସଂ. ବି—(ପୃଥକ୍+ଅଭୂତ ତଦ୍ଭାବେ ଚ୍ୱି+କରଣ) — ମିଳିତ ବସ୍ତୁକୁ ଭିନ୍ନ ଭିନ୍ନ କରିବା; ବିଚ୍ଛିନ୍ନ କରିବା (ଜ୍ଞାନେନ୍ଦ୍ର) — Act of separating