ପୃଚ୍ଛକ Pṛuchchhaka

  • ସଂ. ବିଣ. ପୁଂ. (ପ୍ରଚ୍ଛ ଧାତୁ=ପଚାରିବା+କର୍ତ୍ତୃ. ଅକ) — ଅନୁସନ୍ଧାନକାରୀ; ଜିଜ୍ଞାସୁ — Inquisitive; investigating; enquiring
  • ସଂ. ବିଣ. ପୁଂ. (ପ୍ରଚ୍ଛ ଧାତୁ=ପଚାରିବା+କର୍ତ୍ତୃ. ଅକ) — ପ୍ରଶ୍ନକାରୀ — Questioning