ପୃଚ୍ଛା Pṛchchhā

  • ସଂ. ବି. (ପ୍ରଚ୍ଛ ଧାତୁ+ଭାବ. ଅ+ଆ) — ପ୍ରଶ୍ନ — Question
  • ସଂ. ବି. (ପ୍ରଚ୍ଛ ଧାତୁ+ଭାବ. ଅ+ଆ) — ଜିଜ୍ଞାସା — Desire to know; curiosity