ପୃକ୍ତି Pṛukti

  • ସଂ. ବି. (ପୃଚ୍ ଧାତୁ+ଭାବ. ତି) — ମିଶ୍ରଣ — Mixing
  • ସଂ. ବି. (ପୃଚ୍ ଧାତୁ+ଭାବ. ତି) — ସଂଯୋଗ — Contact; junction
  • ସଂ. ବି. (ପୃଚ୍ ଧାତୁ+ଭାବ. ତି) — ସଂସ୍ପର୍ଶ — Connection; touch