ପୂଳି Pūḻi

  • ସଂ. ବି. (ପୂଳ୍ ଧାତୁ+କର୍ମ. ଇ) — ପୁଳି ପିଠା; ଘିଅରେ ପୁଆ ହେଇଥିବା ମିଠା ପିଠା — Sweet cake fried in ghee
  • ସଂ. ବି. (ପୂଳ୍ ଧାତୁ+କର୍ମ. ଇ) — ପିଠଉର ଏକପ୍ରକାର ବାସ୍ପସିଦ୍ଧ ଛୋଟ ପିଠା; ନକ୍ଷତ୍ର ଇଣ୍ଡୁରି — A kind of cake boiled in steam
  • ସଂ. ବି. (ପୂଳ୍ ଧାତୁ+କର୍ମ. ଇ) — [ଦ୍ର—ପୂଳି ନାନାପ୍ରକାରର; ଯଥା—ସରପୂଳି, ଛେନାପୂଳି, ଇତ୍ୟାଦି। ଏହା ଘିଅରେ ପୁଆଯାଏ କିମ୍ବା ବାଷ୍ପସିଦ୍ଧ ହୁଏ। କେତେକ ପୂଳିରେ ମିଠା ଦିଆଯାଏ ଓ ଅନ୍ୟ କେତେକରେ ମିଠା ଦିଆଯାଏ ନାହିଁ। ଶସ୍ୟ ଚୂନାରେ ପାଣି ମିଶାଇ କିମ୍ବା ବତୁରା ଶସ୍ୟକୁ ବାଟି ପୂଳି ପ୍ରସ୍ତୁତ କରାଯାଏ।]