ପୂଳକ Pūḻaka

  • ସଂ. ବି. (ପୂଳ୍ ଧାତୁ+କର୍ମ. ଅକ) — ପୋଟଳା; ପୁଡ଼ା — Packet
  • ସଂ. ବି. (ପୂଳ୍ ଧାତୁ+କର୍ମ. ଅକ) — ପୂଳି (ଦେଖ) — Pūḻi (See)