ପୂର୍ବୋଦ୍ଧୃତ Pūrboddhṛuta

  • ସଂ. ବିଣ. (ପୂର୍ବ+ଉଦ୍ଧୃତ) — ଅନ୍ୟଠାରୁ ସଂଗୃହୀତ ହୋଇ ଏଥିପୂର୍ବରୁ ଲେଖା ଯାଇଥିବା (ବିଷୟ) — Previously quoted (matter)
  • ସଂ. ବିଣ. (ପୂର୍ବ+ଉଦ୍ଧୃତ) — ଆଗରୁ ସଂଗୃହୀତ — Gathered before