ପୂର୍ବେ Pūrbe
- ଦେ. ଅ — ଆଗେ; ପୂର୍ବରେ; ପୂର୍ବକାଳରେ — In former times; formerly
- ଦେ. ଅ — ଏଥିର ଆଗେ — Before this
- ଦେ. ଅ — ପ୍ରାଚୀନ କାଳରେ — In days of yore; in old time
- ଦେ. ଅ — ସର୍ବପ୍ରଥମେ — First; at first
- ଦେ. ଅ — ପୂର୍ବଦିଗରେ — In the east
- ଦେ. ଅ — [ଦ୍ର—ଏହାର ସାଙ୍କେତିକ। ପୂ।]