ପୂର୍ବାହ୍ଣ Pūrbāhṇa

  • ସଂ. ବି. ( 6 ଷ୍ଠୀ ତତ୍; ପୂର୍ବ+ଅହନ; ଅହର ପୂର୍ବ) — ଦିବସର ପ୍ରଥମାର୍ଦ୍ଧ; ସକାଳ ଓଳି; ସକାଳରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ସମୟ — The first half of the day; forenoon; A. M; Ante meridian
  • ସଂ. ବି. ( 6 ଷ୍ଠୀ ତତ୍; ପୂର୍ବ+ଅହନ; ଅହର ପୂର୍ବ) — ଦିବସର 3 ଭାଗ ( 30 ଦଣ୍ଡ ବା 12 ଘଣ୍ଟା) ମଧ୍ୟରୁ ପ୍ରଥମ ଭାଗ ( 10 ଦଣ୍ଡ ବା 4 ଘଣ୍ଟା); ସକାଳରୁ କଅଁଳ ଗାଧୁଆ— ବେଳ ପର୍ଯ୍ୟନ୍ତ ସମୟ — ଦିବସର3ଭାଗ (30ଦଣ୍ଡ ବା1ଘଣ୍ଟା) ମଧ୍ୟରୁ ପ୍ରଥମ ଭାଗ (10ଦଣ୍ଡ ବା4ଘଣ୍ଟା); ସକାଳରୁ କଅଁଳ ଗାଧୁଆ— ବେଳ ପର୍ଯ୍ୟନ୍ତ ସମୟ—. The first four hours of the day; 6 to 10 A. M
  • ସଂ. ବି. ( 6 ଷ୍ଠୀ ତତ୍; ପୂର୍ବ+ଅହନ; ଅହର ପୂର୍ବ) — [ଦ୍ର—ଦିବସର ପ୍ରଥମ 10 ଦଣ୍ଡ ବା 4 ଘଣ୍ଟାକୁ ପୂର୍ବାହ୍ଣ, ( 6 ଟା ଠାରୁ 10 ଟା); ଦ୍ୱିତୀୟ 10 ଦଣ୍ଡ ବା 4 ଘଣ୍ଟାକୁ ( 10 ଟାରୁ 2 ଟା) ମଧ୍ୟାହ୍ନ, ଏବଂ ତୃତୀୟ ବା ଶେଷ 10 ଦଣ୍ଡକୁ ( 2 ଟାରୁ 6 ଟା) ଅପରାହ୍ଣ ବୋଲାଯାଏ।] — [ଦ୍ର—ଦିବସର ପ୍ରଥମ10ଦଣ୍ଡ ବା4ଘଣ୍ଟାକୁ ପୂର୍ବାହ୍ଣ, (6ଟା ଠାରୁ10ଟା); ଦ୍ୱିତୀୟ10ଦଣ୍ଡ ବା4ଘଣ୍ଟାକୁ (10ଟାରୁ2ଟା) ମଧ୍ୟାହ୍ନ, ଏବଂ ତୃତୀୟ ବା ଶେଷ10ଦଣ୍ଡକୁ (2ଟାରୁ6ଟା) ଅପରାହ୍ଣ ବୋଲାଯାଏ]