ପୂର୍ବାଷାଢ଼ା Pūrbāshāṟḍ̠ẖā

  • ସଂ. ବି. (ପୂର୍ବ=ପ୍ରଥମ+ଆଷାଢ଼ା=ନକ୍ଷତ୍ରବିଶେଷ) — (ଜ୍ୟୋତଷ) 27 ନକ୍ଷତ୍ର ମଧ୍ୟରୁ ବିଂଶତିତମ ନକ୍ଷତ୍ର — (ଜ୍ୟୋତଷ)27ନକ୍ଷତ୍ର ମଧ୍ୟରୁ ବିଂଶତିତମ ନକ୍ଷତ୍ର—(astrology) The 20th asterism of lunar mansion
  • ସଂ. ବି. (ପୂର୍ବ=ପ୍ରଥମ+ଆଷାଢ଼ା=ନକ୍ଷତ୍ରବିଶେଷ) — [ଦ୍ର—ନକ୍ଷତ୍ର ତଳ ନୋଟ୍ ଦେଖ।]