ପୂର୍ବାଭ୍ୟାସ Pūrbābhyāsa
- ସଂ. ବି.—(ପୂର୍ବ+ଅଭ୍ୟାସ) — ପୂର୍ବ ଜନ୍ମରେ ଗଠିତ ହୋଇଥିବା ଅଭ୍ୟାସ — The habits or associations formed by a man as a result of his existence in a past life
- ସଂ. ବି.—(ପୂର୍ବ+ଅଭ୍ୟାସ) — ଆଗକାଳର ଅଭ୍ୟାସ — Previous habit
- ସଂ. ବି.—(ପୂର୍ବ+ଅଭ୍ୟାସ) — ପୂର୍ବ ପ୍ରଥା — Previous or old custom