ପୂର୍ବାବଧି Pūrbābadhi

  • ସଂ. କ୍ରି. ବିଣ.—(ପୂର୍ବ+ଅବଧି) — ପୂର୍ବକାଳ ଠାରୁ; ଆଗରୁ — From former times; from before; since the past
  • ସଂ. କ୍ରି. ବିଣ.—(ପୂର୍ବ+ଅବଧି) — ଆଦ୍ୟରୁ; ପ୍ରଥମରୁ — From the beginning