ପୂର୍ବରୁ Pūrbaru

  • ଦେ. ଅ. (ସଂ. ପୂର୍ବାତ୍) — ପୂର୍ବ ଦିଗରୁ — From the east
  • ଦେ. ଅ. (ସଂ. ପୂର୍ବାତ୍) — ପ୍ରଥମ ଆରମ୍ଭରୁ — From the beginning
  • ଦେ. ଅ. (ସଂ. ପୂର୍ବାତ୍) — ଅତୀତ କାଳରୁ — From before
  • ଦେ. ଅ. (ସଂ. ପୂର୍ବାତ୍) — ଏଥିର ଆଗେ — Previously
  • ଦେ. ଅ. (ସଂ. ପୂର୍ବାତ୍) — ଆଗହୁଁ — Beforehand